ବିଷେଇ Bishei
- ଦେ. ବି—(ସଂ. ବିଷୟୀ) — ବିଶୋଇ—(ଦେଖ) — Biṡoi (See)
- ଦେ. ବି—(ସଂ. ବିଷୟୀ) — ହିସାବପତ୍ର ଲେଖିବା ରାଜ କର୍ମଚାରୀ — An accountant
- ଦେ. ବି—(ସଂ. ବିଷୟୀ) — ଖଣ୍ଡାଏତ ଓ ଶୁଦ୍ରଙ୍କର ବଂଶ ଉପାଧି ବିଶେଷ — Name of a family-title of Khandaets and Sudras
- ଗ୍ରା. ବିଣ — ସଂସାର ବିଷୟାସକ୍ତ — Addicted to worldy concerns