ବିଷ୍ (ଧାତୁ) Bish (root)
- ସଂ — ବ୍ୟାପିବା — To spread
- ସଂ — ବିଶ୍ଲେଷଣ କରିବା — To analyse
- ସଂ — ସେଚନ କରିବା — To sprinkle
- ସଂ — ବିପ୍ରଯୋଗ କରିବା — To separate; to bring about dissolution
- ସଂ — ସେବନ କରିବା — To drink; to enjoy
- ସଂ — ଭେଦ କରିବା; ବିଦ୍ଧ କରିବା — To pierce