ବିଷୁବତ୍ Bishubat
- ସଂ. ବି—(ଜ୍ୟୋତିଷ ପରିଭାଷା; ବିଷୁ=ଦ୍ୱିଷୃ=ଦୁଇ ଭାଗରେ+ଅଛି ଅର୍ଥରେ ବତ୍; ଯାହା ମଧ୍ୟସ୍ଥଳରେ ଅବସ୍ଥିତ ଥାଇ ବର୍ଷକୁ ଦୁଇ ଭାଗରେ ଅର୍ଥାତ୍ ଦକ୍ଷିଣାୟନ ଓ ଉତ୍ତରାୟଣରେ ବିଭକ୍ତ କରେ।) — କ୍ରାନ୍ତିପାତ— (ଦେଖ) — Krantipāta (See); The equinox (Apte)
- ସଂ. ବି—(ଜ୍ୟୋତିଷ ପରିଭାଷା; ବିଷୁ=ଦ୍ୱିଷୃ=ଦୁଇ ଭାଗରେ+ଅଛି ଅର୍ଥରେ ବତ୍; ଯାହା ମଧ୍ୟସ୍ଥଳରେ ଅବସ୍ଥିତ ଥାଇ ବର୍ଷକୁ ଦୁଇ ଭାଗରେ ଅର୍ଥାତ୍ ଦକ୍ଷିଣାୟନ ଓ ଉତ୍ତରାୟଣରେ ବିଭକ୍ତ କରେ।) — [ଦ୍ର—ଏପରି ବିଷୁବତ୍ ବା କ୍ରାନ୍ତିପାତ ଦୁଇଗୋଟି ଅଛି। ଯଥା— 1 । ମହାବିଷୁବ ସଂକ୍ରାନ୍ତି। ( 2 ) ଜଳ ବିଷୁବ ସଂକ୍ରାନ୍ତି।] — [ଦ୍ର—ଏପରି ବିଷୁବତ୍ ବା କ୍ରାନ୍ତିପାତ ଦୁଇଗୋଟି ଅଛି ଯଥା—1 ମହାବିଷୁବ ସଂକ୍ରାନ୍ତି (2) ଜଳ ବିଷୁବ ସଂକ୍ରାନ୍ତି]
- ସଂ. ବି—(ଜ୍ୟୋତିଷ ପରିଭାଷା; ବିଷୁ=ଦ୍ୱିଷୃ=ଦୁଇ ଭାଗରେ+ଅଛି ଅର୍ଥରେ ବତ୍; ଯାହା ମଧ୍ୟସ୍ଥଳରେ ଅବସ୍ଥିତ ଥାଇ ବର୍ଷକୁ ଦୁଇ ଭାଗରେ ଅର୍ଥାତ୍ ଦକ୍ଷିଣାୟନ ଓ ଉତ୍ତରାୟଣରେ ବିଭକ୍ତ କରେ।) — ବିଷୁବ (ଦେଖ) — Bishuba (See)