ବିଷୁବନ୍ତୀ Bishubanti
- ଦେ. ବି—(ଦେ. ବି—(ସଂ. ବିଷୁବତ୍) — ସୁଷୁମଣା—(ନାଡ଼ି ବିଶେଷ) — Name of one of the principal long veins in the body
- ଦେ. ବି—(ଦେ. ବି—(ସଂ. ବିଷୁବତ୍) — [ଉ—ଏ ନାଡ଼ିରେ ଅବସ୍ଥିତ କାଳରୂପୀ ସେହି; ସର୍ବ କାର୍ଯ୍ୟ ବିନାଶକୁ ବିଷୁବନ୍ତୀ କହି। ପ୍ରାଚୀ. ଶିବସ୍ୱରୋଦୟ।]
- ଦେ. ବି—(ଦେ. ବି—(ସଂ. ବିଷୁବତ୍) — [ଦ୍ର—ଏ ନାଡ଼ିରେ ବାୟୁ ପ୍ରବାହିତ ହେଉଥିବା ସମୟରେ କୌଣସି କାର୍ଯ୍ୟ କଲେ ତାହା ବିନଷ୍ଟ ହୁଏ।]