ବିଷୋଇବା Bishoibā

  • ଦେ. କ୍ରି — ଆଲିଙ୍ଗନ କରିବା — To embrace
  • ଦେ. କ୍ରି — [ଉ—ବିଷୋଉଁ ପଥେ କୋଳ ରଚନେ ବହୁ ସଖୀ ନାମ ସ୍ନେହ ଚୁମ୍ବନେ—ଭଞ୍ଜ. ବୈଦେହୀଶ ବିଳାସ