ବିଷୁବ ସଂକ୍ରାନ୍ତି Bishuba Samkrānti
- ସଂ. ବି — ସୂର୍ଯ୍ୟ ବର୍ଷକରେ ଯେଉଁ ଦିନଦ୍ୱୟ ବିଷୁବ ରେଖା ଉପରେ ଗମନ କରନ୍ତି; ତହିଁର ପରବର୍ତ୍ତୀ ସଂକ୍ରାନ୍ତି ଦ୍ୱୟ; ଜଳବିଷୁବ ସଂକ୍ରାନ୍ତି ଓ ମହାବିଷୁବ ସଂକ୍ରାନ୍ତି; ବର୍ଷକରେ ଯେଉଁ ଦିନଦ୍ୱୟ ସୂର୍ଯ୍ୟ ପ୍ରଥମେ ଯଥା— କ୍ରମେ ମେଷ ରାଶିକୁ ଓ ତୁଳ ରାଶିକୁ ସଂକ୍ରମଣ (ଗମନ) କରନ୍ତି — The two Saṁkrānti days in the year falling after the equinoxes; the passage of the sun to the next sign at the vernal and autumnal equinoxes; the passage of the sun to the first points of Aries and Libra after the vernal and autumnal equinoxes; the equinoxial passage (Apte)
- ସଂ. ବି — (ବିଷୁବ ତଳେ ନୋଟ୍ ଦେଖ) — (See notes under Bishuba)