ବିଷ୍କନ୍ଦ Biskanda

  • ସଂ. ବି (ବି+ସ୍କନ୍ଦ ଧାତୁ=ଖେଳେଇ ହେବା; ଚାଲିଯିବା+ଭାବ. ଅ) — ଇତସ୍ତତଃ ଖେଳେଇ ହେବା — Dispersing (Apte)
  • ସଂ. ବି (ବି+ସ୍କନ୍ଦ ଧାତୁ=ଖେଳେଇ ହେବା; ଚାଲିଯିବା+ଭାବ. ଅ) — ପ୍ରସ୍ଥାନ — Going away (Apte)