ବିଶାଖ Biṡākha

  • ସଂ. ବି (ବିଶାଖା=ନକ୍ଷତ୍ର ବିଶେଷ+ଅପତ୍ୟାର୍ଥେ ଅ; ଏହାଙ୍କୁ ବିଶାଖା ନକ୍ଷତ୍ର ଶିଶୁକାଳରେ ପାଳିଥିଲେ) — କାର୍ତ୍ତିକେୟ — Kārttikeya
  • ସଂ. ବି (ବିଶାଖା=ନକ୍ଷତ୍ର ବିଶେଷ+ଅପତ୍ୟାର୍ଥେ ଅ; ଏହାଙ୍କୁ ବିଶାଖା ନକ୍ଷତ୍ର ଶିଶୁକାଳରେ ପାଳିଥିଲେ) — ଯାଚକ; ଭିକ୍ଷୁ; ଭିକାରି — A beggar
  • ସଂ. ବି (ବିଶାଖା=ନକ୍ଷତ୍ର ବିଶେଷ+ଅପତ୍ୟାର୍ଥେ ଅ; ଏହାଙ୍କୁ ବିଶାଖା ନକ୍ଷତ୍ର ଶିଶୁକାଳରେ ପାଳିଥିଲେ) — ପୁନର୍ନବା; ପୁରୁଣିଶାଗ — Hogweed