ବିଶାଖା ପଟଣ Biṡākhā paṭaṇa

  • ଦେ. ବି— (ସଂ. ବିଶାଖ+ପତ୍ତନ) — ମାନ୍ଦ୍ରାଜ ପ୍ରଦେଶସ୍ଥ ଗଞ୍ଜାମ ଜିଲ୍ଲାର ଦକ୍ଷିଣରେ ଥିବା ଗୋଟିଏ ଜିଲ୍ଲା ଓ ନଗର — Name of a district and town of the Madras Presidency to the south of the Ganjam district
  • ଦେ. ବି— (ସଂ. ବିଶାଖ+ପତ୍ତନ) — [ଦ୍ର—ଏହାକୁ ଇଂରେଜମାନେ ସଂକ୍ଷିପ୍ତ କରି 'ଭାଇ ଜାଗ୍' ନାମ ଦେଇଅଛନ୍ତି। ଏହା ଗୋଟିଏ ସ୍ୱାସ୍ଥ୍ୟକର ସମୁଦ୍ରୋପକୂଳସ୍ଥ ସ୍ଥାନ ବୋଲି ପ୍ରସିଦ୍ଧ।]