ବିଶାଏ Biṡwāe

  • ଦେ. କ୍ରି. ବିଣ — ଏକ ବିଶ୍ୱା ମାତ୍ର ପରମାଣରେ — In the quantity of a Biṡwā
  • ଦେ. କ୍ରି. ବିଣ — ଟିକିଏ ମାତ୍ର — A little
  • ଦେ. କ୍ରି. ବିଣ — [ଉ—ବୋଲେ ଖଡ଼ଗ ପ୍ରହାରୁ ଖଡ଼ଗ ପରାୟେ; ବିଶ୍ୱାଏ ନ ଭେଦି ଦେହେ ବିକମ୍ପିତ ହୋଏ। ଭଞ୍ଜ—ବୈଦେହୀଶବିଳାସ।]