ବିଶଳ ପାତି Biṡaḻa pāti
- ଦେ. ବିଣ. (ମନ୍ଦାର୍ଥ) (ସଂ. ବିସର୍ପୀ=ଇତସ୍ତତଃ ଗମନଶୀଳ; କିମ୍ବା ବିସଳ= କ୍ଷୁଦ୍ର ଡାଳ; ପଲ୍ଲବ ଓ ପତ୍ର) — ଅତି ଦୁଷ୍ଟ — 1. Very wicked
- ଦେ. ବିଣ. (ମନ୍ଦାର୍ଥ) (ସଂ. ବିସର୍ପୀ=ଇତସ୍ତତଃ ଗମନଶୀଳ; କିମ୍ବା ବିସଳ= କ୍ଷୁଦ୍ର ଡାଳ; ପଲ୍ଲବ ଓ ପତ୍ର) — ଶୀର୍ଣ୍ଣ ଦେହ — Very thin-bodied; emaciated
- ଦେ. ବିଣ. (ମନ୍ଦାର୍ଥ) (ସଂ. ବିସର୍ପୀ=ଇତସ୍ତତଃ ଗମନଶୀଳ; କିମ୍ବା ବିସଳ= କ୍ଷୁଦ୍ର ଡାଳ; ପଲ୍ଲବ ଓ ପତ୍ର) — ଅସ୍ଥିର; ଅଶାନ୍ତି; ଚଞ୍ଚଳ — Restless
- ଦେ. ବି — ଶୀର୍ଣ୍ଣ ଦେହ— ବିଶିଷ୍ଟ ଦୁଷ୍ଟ ବ୍ୟକ୍ତି — A thin-bodied wicked person