ବିଶାଖା Biṡākhā

  • ସଂ. ବି. ସ୍ତ୍ରୀ (ବି+ଶାଖ୍ ଧାତୁ=ବ୍ୟାପ୍ତ ହେବା+କର୍ତ୍ତୃ. ଅ)— ସ୍ତ୍ରୀ. ଆ) — ଷୋଡ଼ଶ ନକ୍ଷତ୍ର — The 6th asterism
  • ସଂ. ବି. ସ୍ତ୍ରୀ (ବି+ଶାଖ୍ ଧାତୁ=ବ୍ୟାପ୍ତ ହେବା+କର୍ତ୍ତୃ. ଅ)— ସ୍ତ୍ରୀ. ଆ) — [ଦ୍ର—ଏହାର ରୂପ ତୋରଣାକାର ଓ ଏହା ଉଜ୍ଜ୍ୱଳ ଦ୍ୱିତାରକାଯୁକ୍ତ।]
  • ସଂ. ବି. ସ୍ତ୍ରୀ (ବି+ଶାଖ୍ ଧାତୁ=ବ୍ୟାପ୍ତ ହେବା+କର୍ତ୍ତୃ. ଅ)— ସ୍ତ୍ରୀ. ଆ) — ରାଧିକାଙ୍କର ଅଷ୍ଟସଖୀ ମଧ୍ୟରୁ ଜଣେ ସଖୀ — Name of one of the eight female companions of Rādhā
  • ଦେ. ବିଣ — ଶାଖାବିହୀନ — Branchless
  • ଦେ. ବିଣ — [ଦ୍ର—ବିଶାଖା ସ୍ୱଭାବେ—ବିଶାଖାପତି ମୁଖ ଛବି ଭାବି। ଭଞ୍ଜ. ବୈଦେହୀଶବିଳାସ।]
  • ଦେ. ବିଣ — (ଲକ୍ଷଣାର୍ଥ) ପ୍ରିୟା— ବିହୀନ — (figurative) Bereft of or separated from one's beloved one
  • ଦେ. ବି — ଉଚ୍ଚ ଡାଳ — A high branch
  • ଦେ. ବି — [ଉ—ବିଶାଖା ଆଶ୍ରିଲା, ବରସୁମନା କରଗତ କଲା। ଅଭିମନ୍ୟୁ ବିଦଗ୍ଧ— ଚିନ୍ତାମଣି।]