ବିଂଶାକ୍ଷ Biṁṡāksha
- ସଂ. ବି—ବହୁବ୍ରୀହି; ବିଂଶତି+ଅକ୍ଷି; ସମାସରେ ସଂଖ୍ୟାବାଚକ ଶବ୍ଦର ତି ଲୋପ) କୋଡ଼ିଏ ଚକ୍ଷୁବିଶିଷ୍ଟ; ରାବଣ — Rāvaṇa
- ସଂ. ବି—ବହୁବ୍ରୀହି; ବିଂଶତି+ଅକ୍ଷି; ସମାସରେ ସଂଖ୍ୟାବାଚକ ଶବ୍ଦର ତି ଲୋପ) କୋଡ଼ିଏ ଚକ୍ଷୁବିଶିଷ୍ଟ; ବୋଲେ କେହି ବିଂଶାକ୍ଷ ଆଶୁ ଧରି ଗୋ ଭଞ୍ଜ. ବୈଦେହୀଶବିଳାସ।