ବିଶାଖା ଯୂପ Biṡakha j̄ūpa

  • ଦେ. ବି — ପୌରାଣିକ ବନବିଶେଷ — Name of a mythological forest
  • ଦେ. ବି — [ଉ—ବିଶାଖ ଯୂପ ବନ ସେ ପର୍ବତ ସ୍ଥାନେ, ଥିଲା ତହିଁ ରହିଲେ ପାଣ୍ଡୁଙ୍କ ନନ୍ଦନେ। କୃଷ୍ଣସିଂହ. ମହାଭାରତ. ବନ।]