ବିଳାଇବା Biḻāibā

  • ଦେ. କ୍ରି. (ସଂ. ବିଲୟ) — ବହୁଲୋକଙ୍କ ମଧ୍ୟରେ ବାଣ୍ଟି ଦେବା — To distribute amongst many
  • ଦେ. କ୍ରି. (ସଂ. ବିଲୟ) — ଦାନ କରିବା; ବିତରଣ କରିବା — To give away
  • ଦେ. କ୍ରି. (ସଂ. ବିଲୟ) — ଅପବ୍ଯୟିତ କରିବା — To spend lavishly; to waste