ବିଳସାଇବା Biḻasāibā

  • ଦେ. (ପଦ୍ୟ) କ୍ରି. (ବିଳସିବାର ଣିଜନ୍ତ ରୂପ; ବି+ଲସ୍ ଧାତୁ) — କ୍ରୀଡ଼ା କରାଇବା — To cause to play
  • ଦେ. (ପଦ୍ୟ) କ୍ରି. (ବିଳସିବାର ଣିଜନ୍ତ ରୂପ; ବି+ଲସ୍ ଧାତୁ) — (ଉ—ବିଳସାଇଲେ ବୃଷ୍ଟି ନଭେ ଚଞ୍ଚଳ। ଭଞ୍ଜ. ବୈଦେହୀଶବିଳାସ)
  • ଦେ. (ପଦ୍ୟ) କ୍ରି. (ବିଳସିବାର ଣିଜନ୍ତ ରୂପ; ବି+ଲସ୍ ଧାତୁ) — ନଚାଇବା — To cause to dance; to dangle
  • ଦେ. (ପଦ୍ୟ) କ୍ରି. (ବିଳସିବାର ଣିଜନ୍ତ ରୂପ; ବି+ଲସ୍ ଧାତୁ) — ବିହାର କରାଇବା — To cause to frequent
  • ଦେ. (ପଦ୍ୟ) କ୍ରି. (ବିଳସିବାର ଣିଜନ୍ତ ରୂପ; ବି+ଲସ୍ ଧାତୁ) — (ଉ— ବିଳସାଇ ଯଥା ଅଳକା ତେଜାଇ ଈଶ୍ୱରଙ୍କୁ ଶମଶାନେ। ଭଞ୍ଜ. ବୈଦେହୀଶବିଳାସ)