ବିଳାପିବା Biḻāpibā

  • ଦେ. କ୍ରି—(ପଦ୍ୟ) — ବାହୁନିବା; କ୍ରନ୍ଦନ କରିବା — To bewail
  • ଦେ. କ୍ରି—(ପଦ୍ୟ) — (ଉ—ଏସନ ଆକ୍ଷେପି ସୀତା ବିଳାପି ବିକଳେ। ନନ୍ଦକିଶୋର. ସୀତାବନବାସ।)