ବିଳାପ Biḻāpa

  • ସଂ. ବି—(ବି+ଲପ୍ ଧାତୁ=ଖେଦ କରିବା+ଭାବ. ଅ) — ଖେଦୋକ୍ତିପୂର୍ବକ କ୍ରନ୍ଦନ; ବାହୁନା କାନ୍ଦ — Bewailing
  • ସଂ. ବି—(ବି+ଲପ୍ ଧାତୁ=ଖେଦ କରିବା+ଭାବ. ଅ) — ପରିବେଦନ; ଖେଦୋକ୍ତି — Lamentation