ବିଳସିତ Biḻasita

  • ସଂ. ବି. (ବି+ଲସ୍ ଧାତୁ=କ୍ରୀଡ଼ା କରିବା+ଭାବ. ତ) — ବିଳସନ (ଦେଖ) — Biḻasana (See)
  • ସଂ. ବିଣ. (ବି+ଲସ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ତ) — କ୍ରୀଡ଼ିତ — Playing; sporting
  • ସଂ. ବିଣ. (ବି+ଲସ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ତ) — ଶୋଭିତ — Glittering; splendid