ବିଳଶୟ Biḻaṡaya
- ସଂ. ବି—(ବିଲ=ଗର୍ତ୍ତ+ଶୀ ଧାତୁ=ଶୋଇବା+କର୍ତ୍ତୃ. ଅ; ବିଳ ବା ଗର୍ତ୍ତରେ ଯେ ଶୟନ କରେ) — ସର୍ପ; ଭୁଜଙ୍ଗ — Serpent; snake
- ସଂ. ବି—(ବିଲ=ଗର୍ତ୍ତ+ଶୀ ଧାତୁ=ଶୋଇବା+କର୍ତ୍ତୃ. ଅ; ବିଳ ବା ଗର୍ତ୍ତରେ ଯେ ଶୟନ କରେ) — ଗାତ କରି ରହିବା ଜନ୍ତୁ — Reptile; an animal which lives in dens or holes