ବିଳମ୍ବିତ Biḻambita

  • ସଂ. ବିଣ—(ବିଳମ୍ବ+ଯୁକ୍ତ ଅର୍ଥରେ. ଇତ) — ବିଳମ୍ବଯୁକ୍ତ — Delayed
  • ସଂ. ବିଣ—(ବିଳମ୍ବ+ଯୁକ୍ତ ଅର୍ଥରେ. ଇତ) — ମଧ୍ୟମ ନୃତ୍ୟ — A slow dance
  • ସଂ. ବିଣ—(ବିଳମ୍ବ+ଯୁକ୍ତ ଅର୍ଥରେ. ଇତ) — ବିଳମ୍ବ; ଡେରି — Delay
  • ସଂ. ବିଣ—(ବିଳମ୍ବ+ଯୁକ୍ତ ଅର୍ଥରେ. ଇତ) — [ଦ୍ର—ଆଜ ପୁଷ୍ୟାନକ୍ଷତ୍ର ବିଜୟ ମୁହୂର୍ତ୍ତ, ହୋଇଛି ଜାଣ ହେ ନ କରି ବିଳମ୍ବିତ—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ]