ବିଳଶଯ୍ୟା Biḻa ṡaj̄yā

  • ଦେ. ବି. (ସଂ. ବିଳ+ଶଯ୍ଯା) — ସର୍ପ; ବିଳଶୟ — Snake
  • ଦେ. ବି. (ସଂ. ବିଳ+ଶଯ୍ଯା) — (ଉ—ବିଳଶଯ୍ଯା ଗନ୍ଧସାର ଗନ୍ଧରେ ବିଦିତ। ଭଞ୍ଜ. ବୈଦେହୀଶବିଳାସ)