ବିଳମ୍ବୀ Biḻambī

  • ସଂ. ବିଣ. ପୁଂ—(ବିଳମ୍ବନ୍; ବିଳମ୍ବ+ଅସ୍ତ୍ୟର୍ଥେ. ଇନ୍) — ବିଳମ୍ବକାରୀ — Delaying; dilatory
  • ସଂ. ବିଣ. ପୁଂ—(ବିଳମ୍ବନ୍; ବିଳମ୍ବ+ଅସ୍ତ୍ୟର୍ଥେ. ଇନ୍) — ଅଶୀଘ୍ର; ଅଳସୁଆ — Idle; slow