ବିରେଚନ Birechana

  • ସଂ. ବି (ବି+ରିଚ୍ ଧାତୁ+ଭାବ. ଅନ) — ମଳ ନିଃସରଣ; ଝାଡ଼ା ହେବା — Purging; passing of stools
  • ସଂ. ବିଣ (ବି+ରିଚ୍ ଧାତୁ+କର୍ତ୍ତୃ. ଅନ) — ବିରେଚକ — Purgative