ବିରୂପିକା Birūpikā

  • ସଂ. ବିଣ. ସ୍ତ୍ରୀ (ବିରୂପ+କ+ସ୍ତ୍ରୀ. ଆ) — କୁରୂପା — Ill—shaped; deformed (woman)
  • ସଂ. ବିଣ. ସ୍ତ୍ରୀ (ବିରୂପ+କ+ସ୍ତ୍ରୀ. ଆ) — କୁତ୍ସିତା — Ugly (woman)