ବିରେଚକ Birechaka

  • ସଂ. ବିଣ (ବି+ରିଚ୍ ଧାତୁ ଣିଜନ୍ତ, ରେଚି ଧାତୁ=ନିଃସାରଣ କରିବା+କର୍ତ୍ତୃ. ଅକ) — ଭେଦକାରକ; ଯାହା ସେବନ କଲେ ଝାଡ଼ା ହୁଏ; ଜୁଲାପ — Purgative