ବିରୂପ Birūpa

  • ସଂ. ବିଣ (ବି=ନିନ୍ଦିତ+ରୂପ=ଆକୃତି) — କୁରୂପ; କୁତ୍ସିତ — 1. Ugly-looking
  • ସଂ. ବିଣ (ବି=ନିନ୍ଦିତ+ରୂପ=ଆକୃତି) — (ଉ—ବୃଷାଳି ବଞ୍ଚକ, ବିରୂପ କି ଠିକ ବଡ଼ାଇ ସମ୍ବାଦ— ଭଞ୍ଜ. ବୈଦେହୀଶବିଳାସ।)
  • ସଂ. ବିଣ (ବି=ନିନ୍ଦିତ+ରୂପ=ଆକୃତି) — ପ୍ରତିକୂଳ — Adeverse; opposite
  • ସଂ. ବି — ପିପଳୀମୂଳ — 1. The root of long pepper
  • ସଂ. ବି — ସୁଗନ୍ଧ— ରାଜ ଗୁଳ୍ମ — Name of a flower plant