ବିରୁଳିମୁହାଁ Biruḻimuhāñ

  • ଦେ. ବିଣ. ପୁଂ — ଯାହାର ମୁହଁରେ ସବୁବେଳେ କ୍ରୋଧର ଲକ୍ଷଣ ପ୍ରକାଶିତ ହେଉଥାଏ— କ୍ରୁଦ୍ଧମୁଖ — Having a wrathful countenance