ବିରୋଧ Birodha
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — ଶତ୍ରୁତା — Enmity; hostility
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — ବୈପରୀତ୍ୟ; ପ୍ରତିକୂଳତା — Opposition; contradiction
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — ଅବରୋଧ — Obstruction
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — ଅମେଳ; ଅନୈକ୍ୟ — Disagreement
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — (+କର୍ତ୍ତୃ. ଅ ବା ଅଧିକରଣ ଅ) ଯୁଦ୍ଧ — Battle
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — (ଉ—ବୟସ ଗଲାନି ସରି, ଯୁଝି ଯୁଝିଲାର ପରି, ଏ ସଙ୍ଗେ ବିରୋଧ କରିବାର ଉତ୍ସବ। ଭଞ୍ଜ. ବୈଦେହୀଶବିଳାସ।)
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — ବିପଦ୍ — Calamity
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — ଅଟକ; ବାଧା — Obstruction; obstacle
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — ଅର୍ଥାଳଙ୍କାର ବିଶେଷ; ବିରୋଧାଭାସ (ଦେଖ) — A figure of speech in which there is apparent contradiction
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — କଳି — Quarrel
- ସଂ. ବି (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ) — ବିବାଦ — Dispute; dessension
- ଦେ. ବି — ନିଷେଧ — Prohibition