ବିରୋଧ କରିବା Birodha karibā

  • ଦେ. କ୍ରି — ବିବାଦ କରିବା — To dispute
  • ଦେ. କ୍ରି — ନିଷେଧ କରିବା — To forbid; to prohibt
  • ଦେ. କ୍ରି — ଅଟକ କରିବା; ବାଧା ଦେବା — To obstruct; to hinder
  • ଦେ. କ୍ରି — କଳି ଲଗାଇବା — To quarrel