ବିରୋଧ ଭଞ୍ଜନ Birodha bhan̄jana

  • ସଂ. ବି—( 6 ଷ୍ଠୀ ତତ୍; ବିରୋଧ+ ଭଞ୍ଜନ) — ବିବାଦ ମେଣ୍ଟିଯିବା — The settlement of a dispute
  • ସଂ. ବି—( 6 ଷ୍ଠୀ ତତ୍; ବିରୋଧ+ ଭଞ୍ଜନ) — ଅନ୍ୟମାନଙ୍କ ମଧ୍ୟରେ ଥିବା ବିରୋଧକୁ ମେଣ୍ଟାଇ ଦେବା — Settling a dispute between others