ବିରଜା Birajā
- ସଂ. ବି. ସ୍ତ୍ରୀ (ବି+ରନ୍ଜ ଧାତୁ=ରଞ୍ଜିତ କରିବା+ଅ+ସ୍ତ୍ରୀ. ଆ) — ଦୂର୍ବା — A species of creeping grass useful as fodder
- ସଂ. ବି. ସ୍ତ୍ରୀ (ବି+ରନ୍ଜ ଧାତୁ=ରଞ୍ଜିତ କରିବା+ଅ+ସ୍ତ୍ରୀ. ଆ) — ଯଯାତି ରାଜାଙ୍କ ମାତା ଓ ନହୁଷଙ୍କ ସ୍ତ୍ରୀ — The mother of King Jajāti
- ସଂ. ବି. ସ୍ତ୍ରୀ (ବି+ରନ୍ଜ ଧାତୁ=ରଞ୍ଜିତ କରିବା+ଅ+ସ୍ତ୍ରୀ. ଆ) — ରାଧିକାଙ୍କ ସଖୀବିଶେଷ — One of the companions of Rādhikā
- ସଂ. ବି. ସ୍ତ୍ରୀ (ବି+ରନ୍ଜ ଧାତୁ=ରଞ୍ଜିତ କରିବା+ଅ+ସ୍ତ୍ରୀ. ଆ) — ଉତ୍କଳର ଶ୍ରୀକ୍ଷେତ୍ରରେ ବିରଜିତା ବିମଳାଠାକୁରାଣୀ — Name of the Goddess Bimaḻā at Puri
- ସଂ. ବି. ସ୍ତ୍ରୀ (ବି+ରନ୍ଜ ଧାତୁ=ରଞ୍ଜିତ କରିବା+ଅ+ସ୍ତ୍ରୀ. ଆ) — ଶ୍ରୀକ୍ଷେତ୍ର; ଜଗନ୍ନାଥ କ୍ଷେତ୍ର; ପୁରୁଷୋତ୍ତମ; ପୁରୀ (ମତାନ୍ତରରେ ଯାଜପୁର) — The holy place of Puri (in Orissa) or jaipur
- ସଂ. ବି. ସ୍ତ୍ରୀ (ବି+ରନ୍ଜ ଧାତୁ=ରଞ୍ଜିତ କରିବା+ଅ+ସ୍ତ୍ରୀ. ଆ) — ଯାଜପୁରରେ ପୂଜିତ ଦୁର୍ଗାଦେବୀ — Name of the image of Durga worshipped at Jajpur
- ସଂ. ବି. ସ୍ତ୍ରୀ (ବି+ରନ୍ଜ ଧାତୁ=ରଞ୍ଜିତ କରିବା+ଅ+ସ୍ତ୍ରୀ. ଆ) — ନଦୀବିଶେଷ — Name of a river
- ସଂ. ବି. ସ୍ତ୍ରୀ (ବି+ରନ୍ଜ ଧାତୁ=ରଞ୍ଜିତ କରିବା+ଅ+ସ୍ତ୍ରୀ. ଆ) — କପିତ୍ଥ ବୃକ୍ଷ — The wood apple tree