ବିରଜୀକୃତ Birajīkṛuta

  • ସଂ. ବିଣ (ବିରଜ+ଅଭୁତ ତଦ୍ଭାବେ ଚ୍ୱି+କୃତ) — ରଜୋଗୁଣ ରହିତ — Freed from worldly passions and hankerings
  • ସଂ. ବିଣ (ବିରଜ+ଅଭୁତ ତଦ୍ଭାବେ ଚ୍ୱି+କୃତ) — ନିର୍ଧୂଳୀକୃତ — Freed from dust; cleansed of dust