ବିରଚିବା Birachibā
- ଦେ. (ପଦ୍ୟ) କ୍ରି (ସଂ. ବିରଚନ) — ନିର୍ମାଣ କରିବା — To build; to construct
- ଦେ. (ପଦ୍ୟ) କ୍ରି (ସଂ. ବିରଚନ) — କହିବା — To speak; to utter
- ଦେ. (ପଦ୍ୟ) କ୍ରି (ସଂ. ବିରଚନ) — (ଉ—ଏପରି ନବଘନ ଶ୍ୟାମ ଚାଟୁ ବିରଚି ଲଭୁଁ ବିରାମ। କବିସୂର୍ଯ୍ୟ ସଙ୍ଗୀତ।)
- ଦେ. (ପଦ୍ୟ) କ୍ରି (ସଂ. ବିରଚନ) — (ପ୍ରବନ୍ଧାଦି) ରଚନା କରିବା — To compose
- ଦେ. (ପଦ୍ୟ) କ୍ରି (ସଂ. ବିରଚନ) — (ଉ—ବାନ ପଦେ ଏ ଛାନ୍ଦ ମନୋହର, ବିରଚେ ଉପଇନ୍ଦ୍ର ବୀରବର। ଭଞ୍ଜ ବୈଦେହୀଶବିଳାସ।)
- ଦେ. (ପଦ୍ୟ) କ୍ରି (ସଂ. ବିରଚନ) — ଗ୍ରଥନ କରିବା — To arrange in order
- ଦେ. (ପଦ୍ୟ) କ୍ରି (ସଂ. ବିରଚନ) — ବର୍ଣ୍ଣନ କରିବା — To describe
- ଦେ. (ପଦ୍ୟ) କ୍ରି (ସଂ. ବିରଚନ) — ଚିତ୍ରଣ କରିବା — To draw up; to delineate
- ଦେ. (ପଦ୍ୟ) କ୍ରି (ସଂ. ବିରଚନ) — ସମ୍ପାଦନ କରିବା — To do
- ଦେ. (ପଦ୍ୟ) କ୍ରି (ସଂ. ବିରଚନ) — (ଉ—ବଞ୍ଚନ ବିଧିକି ବିରଚିବାର ମୁଞ୍ଚ ଧନ! ମୁଁ ପରିଚାର। କବିସୂର୍ଯ୍ୟ ସଙ୍ଗୀତ।)