ବିରଜମଣ୍ଡଳ Birajamaṇḍaḻa

  • ସଂ. ବି — ଓଡ଼ିଶାର ଯାଜପୁର ଅଞ୍ଚଳ — A name of Jājapura in Orissa
  • ସଂ. ବି — [ଦ୍ର—ଏଠାରେ ଦୁର୍ଗାଙ୍କର ମହାଜୟା ନାମକ ମୂର୍ତ୍ତି ଅଛନ୍ତି—ପ୍ରଭାସଖଣ୍ଡ; ହି. ଶବ୍ଦସାଗର।]