ବିରଜା ମଣ୍ଡଳ Birajā maṇḍaḻa

  • ସଂ. ବି — ପୁରାଣମତେ ପୁରୁଷୋତ୍ତମଠାରୁ ଯାଜପୁର ପର୍ଯ୍ୟନ୍ତ ଅଞ୍ଚଳ — (according to the Purāṇas) The tract of country extending from Puri to Jaipur in Orissa
  • ସଂ. ବି — ଯାଜପୁର ଅଞ୍ଚଳ — The country round Jajpur
  • ସଂ. ବି — (ଉ—ବିରଜାମଣ୍ଡଳେ ଯେତେ ବୀରପଲ୍ଲୀ ରାଧାନାଥ. ନନ୍ଦିକେଶ୍ୱରୀ।)
  • ସଂ. ବି — [ଦ୍ର—ପୁରାଣମତେ ଦକ୍ଷଙ୍କର ଯଜ୍ଞ ଭଙ୍ଗ ପରେ ସତୀଙ୍କର ମୃତଦେହର ଅଂଶ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ପଡ଼ିବାରୁ 51 ପୀଠ ଓ 27 ଉପପୀଠର ସୃଷ୍ଟି ହୋଇଥିଲା। ସତୀଙ୍କର ନାଭି ଉତ୍କଳରେ (ପୁରୀ ବା ଯାଜପୁରରେ) ପଡ଼ିଥିଲା। ପୀଠତଳେ ନୋଟ୍ ଦେଖ] — [ଦ୍ର—ପୁରାଣମତେ ଦକ୍ଷଙ୍କର ଯଜ୍ଞ ଭଙ୍ଗ ପରେ ସତୀଙ୍କର ମୃତଦେହର ଅଂଶ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ପଡ଼ିବାରୁ51ପୀଠ ଓ27ଉପପୀଠର ସୃଷ୍ଟି ହୋଇଥିଲା ସତୀଙ୍କର ନାଭି ଉତ୍କଳରେ (ପୁରୀ ବା ଯାଜପୁରରେ) ପଡ଼ିଥିଲା ପୀଠତଳେ ନୋଟ୍ ଦେଖ]