ବିରଜ Biraja

  • ସଂ. ବିଣ. (ବି+ ରଜଃ) — ନିର୍ମଳ; ସଫା — Neat and clean
  • ସଂ. ବିଣ. (ବି+ ରଜଃ) — (ଉ—ବିରଜ ବସ୍ତ୍ର ପରିଧାନ ସୁସ୍ନିଗ୍ଧ ମୁଖ ଶୋଭାବନ। ଜଗନ୍ନାଥ ଭାଗବତ।)
  • ସଂ. ବିଣ. (ବି+ ରଜଃ) — ଧୂଳି ଶୂନ୍ଯ — Free from dust (Apte)
  • ସଂ. ବିଣ. (ବି+ ରଜଃ) — କ୍ରୋଧାଦି ରିପୁର ଅବଶୀଭୂତ — Not swayed by passions (Apte)
  • ସଂ. ବିଣ. (ବି+ ରଜଃ) — ନିର୍ଦ୍ଦୋଷ — Faultless
  • ସଂ. ବିଣ. (ବି+ ରଜଃ) — ରଜୋଗୁଣରହିତ — Free from Rajoguṇa
  • ସଂ. ବି — ବିଷ୍ଣୁ — Bishṇu
  • ସଂ. ବି — ଶିବ — Ṡiba