ବିରଚୟିତା Birachayitā

  • ସଂ. ବି. ଓ ବିଣ. ପୁଂ (ବି+ରଚ୍ ଧାତୁ+କର୍ତ୍ତୃ, ତୃ; 1 ମା. 1 ବ.) — ନିର୍ମାତା — Builder
  • ସଂ. ବି. ଓ ବିଣ. ପୁଂ (ବି+ରଚ୍ ଧାତୁ+କର୍ତ୍ତୃ, ତୃ; 1 ମା. 1 ବ.) — ପ୍ରଣେତା — Composer; author
  • ସଂ. ବି. ଓ ବିଣ. ପୁଂ (ବି+ରଚ୍ ଧାତୁ+କର୍ତ୍ତୃ, ତୃ; 1 ମା. 1 ବ.) — ଚିତ୍ରକ — Painter
  • ସଂ. ବି. ଓ ବିଣ. ପୁଂ (ବି+ରଚ୍ ଧାତୁ+କର୍ତ୍ତୃ, ତୃ; 1 ମା. 1 ବ.) — ବର୍ଣ୍ଣନାକାରୀ — Describer