ବିଭାବସୁ Bibhābasu
- ସଂ. ବି (ବହୁବ୍ରୀହି; ବିଭା=ପ୍ରଭା+ବସୁ =ଧନ) — ସୂର୍ଯ୍ୟ — The sun
- ସଂ. ବି (ବହୁବ୍ରୀହି; ବିଭା=ପ୍ରଭା+ବସୁ =ଧନ) — ଚନ୍ଦ୍ର — The moon
- ସଂ. ବି (ବହୁବ୍ରୀହି; ବିଭା=ପ୍ରଭା+ବସୁ =ଧନ) — ଅଗ୍ନି — Fire
- ସଂ. ବି (ବହୁବ୍ରୀହି; ବିଭା=ପ୍ରଭା+ବସୁ =ଧନ) — ଚିତ୍ରକ ଗୁଳ୍ମ — A plant; Plumbago Zeylanica
- ସଂ. ବି (ବହୁବ୍ରୀହି; ବିଭା=ପ୍ରଭା+ବସୁ =ଧନ) — ହାରବିଶେଷ — A sort of necklace