ବିଭାବ Bibhāba
- ସଂ. ବି. (ବି=ବିବିଧ+ଭୂ ଧାତୁ+ଭାବ. ଅ) — ନିଜର ପରିଚୟ ଦାନ — Introducing one's self to another's acquaitance or notice
- ସଂ. ବି. (ବି=ବିବିଧ+ଭୂ ଧାତୁ+ଭାବ. ଅ) — (+କରଣ ଅ) କାବ୍ୟ ନାଟକାଦିରେ ବର୍ଣ୍ଣିତ ରସ (ଯଥା— ଶୋକ, କ୍ରୋଧ, ପ୍ରେମ, ଉତ୍ସାହ ଇତ୍ୟାଦି) ଆଦି ସ୍ଥାୟ ଭାବର କାରଣ — The mental condition which gives rise to or develops an emotion or sentiment (in works of fiction)
- ସଂ. ବି. (ବି=ବିବିଧ+ଭୂ ଧାତୁ+ଭାବ. ଅ) — [ଦ୍ର—ବିଭାବ 2 ପ୍ରକାର, ଯଥା—ଉଦ୍ଦୀପନ ଓ ଆଲମ୍ବନ] — [ଦ୍ର—ବିଭାବ2ପ୍ରକାର, ଯଥା—ଉଦ୍ଦୀପନ ଓ ଆଲମ୍ବନ]
- ଦେ. ବି — ବିଶେଷ ଭାବନା; ଚିନ୍ତା — Anxiety
- ଦେ. ବି — (ଉ—ବିଭାବ ରୀତିରୁ ନିଦ୍ରା ନ ଆସେ। ଭଞ୍ଜ. ବୈଦେହୀଶ ବିଳାସ।)