ବିଭାଣ୍ଡ Bibhāṇḍa

  • ଦେ. ବି (ନାମ) (ସଂ. ବିଭାଣ୍ଡକ) — ଋଷିବିଶେଷ — Name of a sage
  • ଦେ. ବି (ନାମ) (ସଂ. ବିଭାଣ୍ଡକ) — (ଉ—ଛଳେ ମିତ ଭାଷେ ବିଭାଣ୍ଡ କି ହେଲେ ବାରନାରୀ ବଶ ହୋଇ। ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି।)