ବିଭାଜ୍ୟତା Bibhājyatā
- ସଂ. ବି (ବିଭାଜ୍ୟ+ଭାବ. ତା, ତ୍ୱ) — ବିଭକ୍ତ କରା— ଯିବାର ଯୋଗ୍ୟତା — Divisibility
- ସଂ. ବି (ବିଭାଜ୍ୟ+ଭାବ. ତା, ତ୍ୱ) — (ଜଡ଼ ବିଜ୍ଞାନ) ଜଡ଼ ପଦାର୍ଥ ପ୍ରତି କୌଣସି ବଳ ପ୍ରୟୋଗ କଲେ ଯେଉଁ ଗୁଣ ଦ୍ୱାରା ଉକ୍ତ ପଦାର୍ଥ ନାନା ଖଣ୍ଡରେ ବିଭକ୍ତ ହୁଏ — Divisibility of a thing; the quality of a thing owing to which it is split up into parts when force is applied to it