ବିଭାତିବା Bibhātibā

  • ଦେ. (ପଦ୍ୟ) କ୍ରି. (ସଂ. ବିଭାତ) — ଶୋଭା ପାଇବା — To look beautiful
  • ଦେ. (ପଦ୍ୟ) କ୍ରି. (ସଂ. ବିଭାତ) — ଉଜ୍ଜଳତା ସହ ପ୍ରକାଶିତ ହେବା — To shine
  • ଦେ. (ପଦ୍ୟ) କ୍ରି. (ସଂ. ବିଭାତ) — (ଉ—ବିଧୁଚୂଡ଼ ଗଉରୀ, ବିଭାତିକି ରାମ ସୀତା ଧରି। ଭଞ୍ଜ. ବୈଦେହୀଶବିଳାସ।)