ବିଭାବନ Bibhābana
- ସଂ. ବି (ବି+ଭୂ ଧାତୁ ଣିଚ୍=ଭାବି ଧାତୁ +ଭାବ ଅନ; +ଆ) — ବିବେଚନା — Discrimination; consideration
- ସଂ. ବି (ବି+ଭୂ ଧାତୁ ଣିଚ୍=ଭାବି ଧାତୁ +ଭାବ ଅନ; +ଆ) — ଅନୁଭବ କରଣ — Perception
- ସଂ. ବି (ବି+ଭୂ ଧାତୁ ଣିଚ୍=ଭାବି ଧାତୁ +ଭାବ ଅନ; +ଆ) — ଚିନ୍ତନ — Reflection; thought; act of pondering over a thing
- ସଂ. ବି (ବି+ଭୂ ଧାତୁ ଣିଚ୍=ଭାବି ଧାତୁ +ଭାବ ଅନ; +ଆ) — ଅବଧାରଣ — Determination, setting of a thing in one's mind
- ସଂ. ବି (ବି+ଭୂ ଧାତୁ ଣିଚ୍=ଭାବି ଧାତୁ +ଭାବ ଅନ; +ଆ) — ପ୍ରକାଶନ; ଆବିଷ୍କରଣ — Discovering
- ସଂ. ବି (ବି+ଭୂ ଧାତୁ ଣିଚ୍=ଭାବି ଧାତୁ +ଭାବ ଅନ; +ଆ) — ଭୂୟୋ ଦର୍ଶନ — Observation
- ସଂ. ବି (ବି+ଭୂ ଧାତୁ ଣିଚ୍=ଭାବି ଧାତୁ +ଭାବ ଅନ; +ଆ) — ମିଳନ; ଭୋଟ — Interview
- ସଂ. ବି (ବି+ଭୂ ଧାତୁ ଣିଚ୍=ଭାବି ଧାତୁ +ଭାବ ଅନ; +ଆ) — କାବ୍ୟାଳଙ୍କାରବିଶେଷ — A figure of speech depicting an effect or event without any apparent or approximate cause
- ସଂ. ବି (ବି+ଭୂ ଧାତୁ ଣିଚ୍=ଭାବି ଧାତୁ +ଭାବ ଅନ; +ଆ) — [ଦ୍ର—କାରଣ ବ୍ୟତିରେକେ କାର୍ଯ୍ୟର ଉତ୍ପତ୍ତି ହେଲେ ବିଭାବନା ଅଳଙ୍କାର ହୁଏ; ଯଥା— ''ନୁହେ ଚନ୍ଦ୍ରକର କରେ ଆହ୍ଳାଦ, ଅମୃତ ନୁହେଁ ସେ ତହୁଁ ସୁଆଦ, ଚିନ୍ତା ନୁହେ ଜାତ କରେ ବିଷାଦ, ବଢ଼ାଏ ଗରବ ନୁହେ ସମ୍ପଦ।'' କବିସୂର୍ଯ୍ୟ କବିତା।]