ବିଭାବରୀ ନାହା Bibhābarī nāhā

  • ଦେ. ବି (ସଂ. ବିଭାବରୀ+ନାଥ ବା ନାୟକ) — ରଜନୀପତି; ଚନ୍ଦ୍ର — The moon
  • ଦେ. ବି (ସଂ. ବିଭାବରୀ+ନାଥ ବା ନାୟକ) — (ଉ— ଜ୍ୱଳନରୁ ବଳି ସେହିଦିନୁ କେଳି, କରେ ବିଭାବରୀ— ନାହାକର। କବିସୂର୍ଯ୍ୟ. କିଶୋରଚମ୍ପୂ. ଜ ଗୀତ।)