ବିଭାବ୍ୟ Bibhābya

  • ସଂ. ବିଣ (ବି+ଭୂ ଧାତୁ ଣିଚ୍=ଭାବୀ ଧାତୁ+କର୍ମ ଯ) — ବିବେଚ୍ୟ; ଚିନ୍ତନୀୟ — Fit to be considered
  • ସଂ. ବିଣ (ବି+ଭୂ ଧାତୁ ଣିଚ୍=ଭାବୀ ଧାତୁ+କର୍ମ ଯ) — ଦର୍ଶନୀୟ — Observable
  • ସଂ. ବିଣ (ବି+ଭୂ ଧାତୁ ଣିଚ୍=ଭାବୀ ଧାତୁ+କର୍ମ ଯ) — କଳ୍ପନୀୟ — Conceivable