ବିଭାଷା Bibhāshā

  • ସଂ. ବି (ବି+ଭାଷା) — ଏକପ୍ରକାର ପ୍ରାକୃତ ଭାଷା — A class of prākṛuta or vernacular language
  • ସଂ. ବି (ବି+ଭାଷା) — ବିକଳ୍ପ; ଦ୍ୱୈଧଭାବ; ଇଚ୍ଛାନୁରୂପ କଳ୍ପନା — Optional form; an alternative
  • ସଂ. ବି (ବି+ଭାଷା) — ସଙ୍ଗୀତର ରାଗିଣୀ ବିଶେଷ — A musical note
  • ସଂ. ବି (ବି+ଭାଷା) — ପ୍ରାଦେଶିକ ଭାଷା; ଦେଶାଂଶ ପ୍ରଚଳିତ ଭାଷା — Dialect
  • ସଂ. ବି (ବି+ଭାଷା) — ଅପଭ୍ରଷ୍ଟ ଭାଷା, ଯାହା କୌଣସି ବ୍ୟାକରଣଗତ ନିୟମାନୁବର୍ତ୍ତୀ ନୁହେଁ; ଇତର ବ୍ୟବହୃତ ଭାଷା — Colloqual language that defies the rules of grammar
  • ଦେ. ବି — ଗାଳି— ମନ୍ଦ — Abuse
  • ଦେ. ବି — ଅଶ୍ଳୀଳବାକ୍ୟ — Indecent language