ବିଭାବିତ Bibhābita
- ସଂ. ବିଣ (ବି+ଭୂ ଧାତୁ ଣିଚ୍ +କର୍ମ ତ) — ଅନୁଭୂତ — Experienced
- ସଂ. ବିଣ (ବି+ଭୂ ଧାତୁ ଣିଚ୍ +କର୍ମ ତ) — ବିବେଚିତ — Considered; judged
- ସଂ. ବିଣ (ବି+ଭୂ ଧାତୁ ଣିଚ୍ +କର୍ମ ତ) — ବିଚିନ୍ତିତ — Pondered over; thought over
- ସଂ. ବିଣ (ବି+ଭୂ ଧାତୁ ଣିଚ୍ +କର୍ମ ତ) — ଦୃଷ୍ଟ — Seen
- ସଂ. ବିଣ (ବି+ଭୂ ଧାତୁ ଣିଚ୍ +କର୍ମ ତ) — ଅବଧାରିତ — Ascertained; observed
- ସଂ. ବିଣ (ବି+ଭୂ ଧାତୁ ଣିଚ୍ +କର୍ମ ତ) — ପ୍ରସିଦ୍ଧ — Famous; celebrated
- ସଂ. ବିଣ (ବି+ଭୂ ଧାତୁ ଣିଚ୍ +କର୍ମ ତ) — ପ୍ରତିଷ୍ଠିତ — Established