ବିଭାବିବା Bibhābibā

  • ଦେ. କ୍ରି (ପଦ୍ୟ; ସଂ. ବିଭାବନା) — ଭାବିବା; ଚିନ୍ତା କରିବା — To think; to ponder over
  • ଦେ. କ୍ରି (ପଦ୍ୟ; ସଂ. ବିଭାବନା) — (ଉ—ବୀଶ ପ୍ରଭୁ ସତ୍ୱରେକ ବିଭାବି। ଭଞ୍ଜ. ବୈଦେହୀଶବିଳାସ।)