ବିବି Bibi

  • ବୈଦେ. ବି. ସ୍ତ୍ରୀ (ଫା. ବିବୀ; ଫା.'ବାବା'ର ସ୍ତ୍ରୀଲିଙ୍ଗ) — ମୁସଲମାନ୍ ଭଦ୍ରନାରୀ — Mahomedan lady
  • ବୈଦେ. ବି. ସ୍ତ୍ରୀ (ଫା. ବିବୀ; ଫା.'ବାବା'ର ସ୍ତ୍ରୀଲିଙ୍ଗ) — ମହିଳା; ସ୍ତ୍ରୀ — Woman
  • ବୈଦେ. ବି. ସ୍ତ୍ରୀ (ଫା. ବିବୀ; ଫା.'ବାବା'ର ସ୍ତ୍ରୀଲିଙ୍ଗ) — ପତ୍ନୀ — Wife
  • ବୈଦେ. ବି. ସ୍ତ୍ରୀ (ଫା. ବିବୀ; ଫା.'ବାବା'ର ସ୍ତ୍ରୀଲିଙ୍ଗ) — ଇରୋପୀୟ ରମଣୀ; ସାହାବାଣୀ; ମେମ୍ — An European lady
  • ବୈଦେ. ବି. ସ୍ତ୍ରୀ (ଫା. ବିବୀ; ଫା.'ବାବା'ର ସ୍ତ୍ରୀଲିଙ୍ଗ) — (ଲକ୍ଷଣାର୍ଥ) ସାଜସଜ୍ଜାପ୍ରିୟା ବିଳାସନୀ ନାରୀ — (figurative) A belle
  • ବୈଦେ. ବି. ସ୍ତ୍ରୀ (ଫା. ବିବୀ; ଫା.'ବାବା'ର ସ୍ତ୍ରୀଲିଙ୍ଗ) — ତାସ୍ ଖେଳର ରାଣୀଚିତ୍ର ଚିହ୍ନିତ ତାସ — The card representing the queen in a pack of cards